କେରଳରେ ଟିକା ନେଇଥିବା ୪୦ ହଜାର ଲୋକଙ୍କୁ କରୋନା

ନୂଆ ପ୍ରଜାତି ଚିହ୍ନଟ ହୋଇନି: ସ୍ବାସ୍ଥ୍ୟ ମନ୍ତ୍ରାଳୟ ତିରୁଅନନ୍ତପୁରମ୍‌ : କେରଳରେ ୪୦ ହଜାରରୁ ଅଧିକ ଗୁରୁତ୍ବପୂର୍ଣ୍ଣ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ଅତ୍ୟନ୍ତ ଚିନ୍ତାଜନକ। କରୋନା ଟିକାର ୨ଟି ଯାକ ଡୋଜ୍‌ ନେବାପରେ ବି କେରଳରେ ୪୦ ହଜାରରୁ ଅଧିକ ଲୋକଙ୍କୁ କରୋନା ହୋଇଛି। କେତେକ ରୋଗୀ ମଧ୍ୟ ପୁନଃ ସଂକ୍ରମିତ ହୋଇଛନ୍ତି। ଦେଶରେ ୧ ଲକ୍ଷରୁ ଅଧିକ ଗୁରୁତ୍ବପୂର୍ଣ୍ଣ ମାମଲା ଚିହ୍ନଟ ହୋଇଥିବାବେଳେ କେବଳ କେରଳରେ … Continue reading କେରଳରେ ଟିକା ନେଇଥିବା ୪୦ ହଜାର ଲୋକଙ୍କୁ କରୋନା